X
Breaking News
ନ୍ୟୁଜ୍

ଖୋଲିଲା ହୀରାକୁଦର ଆଉ ୪ ଟି ଗେଟ

hirakud-dam

ସମ୍ୱଲପୁର:  ଖୋଲିଲା ହୀରାକୁଦର ଆଉ ୪ ଟି ଗେଟ । ବର୍ତ୍ତମାନ ୧୨ ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ଜଳଭଣ୍ତାର ଉପର ମୁଣ୍ତରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ତାର ଜଳସ୍ତର ବୃଦ୍ଧି ପାଉଛି । ତେବେ ୩ ଟି ପର୍ଯ୍ୟାୟରେ ୭ଟି ଗେଟ ଖୋଲାଯାଇଥିବା ବେଳେ ପୁର୍ବରୁ ୫ ଟି ଖୋଲାଯାଇଥିଲା । ବର୍ତ୍ତମାନ ୧୨ ଟି ଗେଟ ଦେଇ ୨ ଲକ୍ଷ ୧୬ ହଜାର ୩୦୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top