ଅପରାଧ

ଶବ ନେବାକୁ ମନା କଲେ ଅଭିଯୁକ୍ତଙ୍କ ପରିବାର ଲୋକ, ଅନ୍ତିମ ସଂସ୍କାର କରିବ ପୋଲିସ୍‌

police

ହାଇଦ୍ରାବଦ୍‌: ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ପରେ ଜିଅନ୍ତା ଜଳିଦେବା ଅଭିଯୁକ୍ତଙ୍କ ଶବକୁ ପରିବାର ଲୋକେ ନେବା ପାଇଁ ମନା କରିଦେଇଛନ୍ତି । ବର୍ତ୍ତମାନ ତେଲେଙ୍ଗାନା ପୋଲିସ୍‌ ଏହି 4 ଅଭିଯୁକ୍ତଙ୍କ ଅନ୍ତିମ ସଂସ୍କାର କରିବ । ଏବେ ଏନକାଉଣ୍ଟର ସ୍ଥାନରୁ ଅଭିଯୁକ୍ତଙ୍କ  ଶବ ହଟାଯାଇଛି ।

 ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ଜିଅନ୍ତା ଜାଳିଦେବା ଘଟଣାର 4 ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା ପୋଲିସ୍‌ । ଶୁକ୍ରବାର ଦିନ ସକାଳେ ହାଇଦ୍ରାବାଦର ଏନଏଚ 44 ଉପରେ ପୋଲିସ୍‌ଙ୍କ ସହ 4 ଅଭିଯୁକ୍ତ  ଧସ୍ତାଧସ୍ତି କରିବା ବେଳେ ପୋଲିସ୍‌ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top