ଦେଶ

ରଥଯାତ୍ରା ମାମଲାରେ ପକ୍ଷଭୁକ୍ତ ହେଲେ ରାଜ୍ୟ ସରକାର, କେବଳ ପୁରୀରେ ହୋଇପାରେ ରଥଯାତ୍ରା

ଅର୍ଗସ ବ୍ୟୁରୋ:  ଆଉ କିଛି ସମୟର ଅପେକ୍ଷା । ସମସ୍ତ କଳ୍ପନାଜଳ୍ପନାର ଅନ୍ତ ସରିବ । ରାଜ୍ୟବାସୀ ଯେଉଁ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି ତାର ଅନ୍ତ ଘଟି । ତେବେ ରଥଯାତ୍ରା ମାମଲାରେ ପକ୍ଷଭୁକ୍ତ ହେଲେ ରାଜ୍ୟ ସରକାର । ସୁପ୍ରିମକୋର୍ଟରେ ଶୁଣାଣି ଚାଲିିିଛି । ରେସିଡେନ୍ସି କମିଶନର ସଂଜୀବ ମିଶ୍ର ଦାଖଲ କଲେ ସତ୍ୟପାଠ। ବିନା ଭକ୍ତରେ ରଥଯାତ୍ରା ପାଇଁ ଉଲ୍ଲେଖ  । କେବଳ ପୁରୀରେ ହୋଇପାରେ ରଥଯାତ୍ରା ।  ଏପଟେ ଆଜି ତିନି ରଥରେ ଆଜ୍ଞାମ।ଳ ପହଁଚିଛି।

ସୂଚନାନୁସାରେ, ରଥଯାତ୍ରା ପୁର୍ନବିଚାର ନେଇ ସୁପ୍ରିମକୋର୍ଟରେ ୧୬ ପିଟିସନ ଦାୟର ହୋଇଛି । ତେବେ ଏହା କୋର୍ଟରେ ଗ୍ରହଣୀୟ ହେବ କି ନାହିଁ ସେନେଇ ଜଷ୍ଟିସ ଏସ. ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ହେବ ଶୁଣାଣି । ଭିସି ମାଧ୍ୟମରେ ଭର୍ଚୁଆଲ କୋର୍ଟ ନଂ-୩ରେ ଶୁଣାଣି ହେବ । ଏହାପରେ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top