X
Breaking News
ଟେକ୍ନୋଲୋଜି

ଜୁଲାଇ ୧୫ରେ ମହାକାଶକୁ ଛଡ଼ାଯିବ ଚନ୍ଦ୍ରଯାନ-୨

Courtesy: www.hindustantimes.com

ଜୁଲାଇ ୧୫ରେ ମହାକାଶକୁ ଛଡ଼ାଯିବ ଚନ୍ଦ୍ରଯାନ-୨ । ଭୋର ୨ଟା ୫୧ରେ ଚନ୍ଦ୍ରଯାନ-୨କୁ ପ୍ରକ୍ଷେପଣ କରିବ ଇସ୍ରୋ ।

ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଅଧ୍ୟକ୍ଷ କେ. ଶିବନ୍‌ ସୂଚନା ଦେଇଛନ୍ତି । ସେପ୍ଟେମ୍ବର ୬ କିମ୍ବା ୭ରେ ଚନ୍ଦ୍ରପୃଷ୍ଠରେ ପହଞ୍ଚିବ ଇସ୍ରୋର ଚନ୍ଦ୍ରଯାନ-୨ ।

୩.୮ ଟନ୍‌ ଓଜନର ଚନ୍ଦ୍ରଯାନ-୨ରେ ଅଛି ୩ଟି ମୁଖ୍ୟ ଅଂଶ । ଲ୍ୟାଣ୍ଡର ‘ବିକ୍ରମ’, ରୋଭର ‘ପ୍ରଜ୍ଞାନ’ ଓ ଅର୍ବିଟରକୁ ନେଇ ଗଢ଼ା ଚନ୍ଦ୍ରଯାନ-୨ । ଜୁନ୍‌ ୨୦ ସୁଦ୍ଧା ଆନ୍ଧ୍ରର ଶ୍ରୀହରିକୋଟାରେ ପହଞ୍ଚିବ ଏହି ୩ଟି ମୁଖ୍ୟ ଅଂଶ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top