ଦେଶ

ଲଦାଖ ଉପରେ ଡ୍ରାଗନର ଲୋଲୁପ ଦୃଷ୍ଟି

India China

ଅର୍ଗସ ବ୍ୟୁରୋ : ଲଦାଖ ଉପରେ ଡ୍ରାଗନର ଲୋଲୁପ ଦୃଷ୍ଟି । ସୀମାରେ ଅନୁପ୍ରବେଶ ପାଇଁ ପ୍ରୟାସ କରୁଛି ଚୀନ । ତେବେ ଢୋକଲାମ ଭଳି ଦୃଢ ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଭାରତୀୟ ସେନା ।

ତେବେ ଚୀନକୁ ବୁଲେଟ ନୁହେଁ ବରଂ ବିଜିନେସରେ ମାତ ଦେବାକୁ ପ୍ରଧାନମନ୍ତ୍ରୀ ମୋଦି ଆତ୍ମନିର୍ଭର ଯୋଜନା କରିଛନ୍ତି । ସେଥିପାଇଁ ଆମକୁ ମଧ୍ୟ ସହଯୋଗ କରିବାର ଅଛି । ଅର୍ଥାତ୍ ଆମକୁ ସ୍ୱଦେଶୀ ଆପଣେଇ ବର୍ଜନ କରିବାକୁ ପଡିବ ଚୀନ ସାମଗ୍ରୀ। ପ୍ରତିବର୍ଷ ଚୀନରୁ ଆସୁଥିବା 5 ଲକ୍ଷ କୋଟିରୁ ଅଧିକ ସାମଗ୍ରୀ ବନ୍ଦ ହୋଇଗଲେ ନିଶ୍ଚିତ ଭାବେ ପ୍ରଭାବିତ ହେବ ଚୀନ ଅର୍ଥନୀତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top