ନ୍ୟୁଜ୍

ସାରିଦିଅନ୍ତୁ ଜରୁରୀ କାମ, ଆସନ୍ତାକାଲିଠାରୁ ୩ଦିନ ବନ୍ଦ ରହିବ ବ୍ୟାଙ୍କ

bank

ଭୁବନେଶ୍ୱର: ଆସନ୍ତାକାଲିଠାରୁ ତିନିଦିନ ଯାଏ ବନ୍ଦ ରହିବ ବ୍ୟାଙ୍କ । ଯଦି କିଛି ଜରୁରୀ କାମ ଥାଏ ତେବେ ଆଜି ହିଁ ସାରିଦିଅନ୍ତୁ । ଜାନୁୟାରୀ ୧୨ତାରିଖ ରୁ ୧୪ତାରିଖ ଯାଏ ବନ୍ଦ ରହିବ ବ୍ୟାଙ୍କ । ସୂଚନାଯୋଗ୍ୟ, ମାସ ଦ୍ୱିତୀୟ ଶନିବାର ପାଇଁ ଆସନ୍ତାକାଲି ବ୍ୟାଙ୍କ ବନ୍ଦ ରହିବ । ସେହିପରି ରବିବାର ମଧ୍ୟ ଛୁଟି । ଏହାର ପରଦିନ ସୋମବାର ମଧ୍ୟ ବ୍ୟାଙ୍କ ଛୁଟି ରହିବ । ମକର ସଂକ୍ରାନ୍ତି କାରଣରୁ ବ୍ୟାଙ୍କ ବନ୍ଦ ରହିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top