ଦେଶ

ଜମ୍ମୁ ବସଷ୍ଟାଣ୍ଡରେ ଗ୍ରେନେଡ୍ ମାଡ଼, ୧୮ ଆହତ

attack

ଶ୍ରୀନଗର: ଜମ୍ମୁ ସହରର ଏକ ବସଷ୍ଟାଣ୍ଡରେ ଏକ ଗ୍ରେନେଡ ବିସ୍ଫୋରଣ ହୋଇଛି । ଏକ ବସ ଭିତରେ ଏହି ବିସ୍ଫୋରଣ ହୋଇଛି । ଏଥିରେ ୧୮ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ବିସ୍ଫୋରଣରେ ଅଧିକାଂଶ ବସ ଡ୍ରାଇଭର ଓ କଣ୍ଡକ୍ଟର ଆହତ ହୋଇଛନ୍ତି । ତେବେ ବସ ଭିତରେ କେହି ଯାତ୍ରୀ ଥିଲେ କି ନାହିଁ, ତାହା ସ୍ପଷ୍ଟ ହୋଇପାରିନି । ପୁଲିସ ଘଟଣାସ୍ଥଳକୁ ଘେରି ଦେଇଛି ଓ ଘଟଣାର ତଦନ୍ତ କରୁଛି । ବସ ତଳେ ଗ୍ରେନେଡ ରଖା ଯାଇଥିଲା ବୋଲି ପୁଲିସ ଅନୁମାନ କରୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top