X
Breaking News
ଦେଶ

ମେହବୁବାଙ୍କ ଉପରେ ପଥର ମାଡ଼

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀଙ୍କ ଗାଡି ଉପରେ ପଥର ମାଡ କରାଯାଇଥିବା ସୂଚନା ମିଳିଛି । ଖିରମ୍ ଦରୋଗାରେ ମଥ୍‌ଥା ଟେକି ଫେରିବା ସମୟରେ ମେହବୁବାଙ୍କ ସହ ଏପରି ଘଟଣା ଘଟିଥିଲା ।

ସୂଚନା ଯେ, ପଥର ମାଡ ଯୋଗୁଁ ମେହବୁବାଙ୍କ କୌଣିସି ପ୍ରକାର କ୍ଷତି ହୋଇନଥିବା ସୂଚନା ରହିଛି । ତେବେ ତାଙ୍କ ସୁରକ୍ଷା ପାଇଁ ନିୟୋଜିତ ଯାନର କିନ୍ତୁ ଅଧିକାଂଶ କ୍ଷତି ହୋଇଛି । ଅନ୍ୟପଟେ ଏଭଳି କାଣ୍ଡ ଭିଆଇଥିବା ପଥର ଭିଙ୍ଗାଳୀଙ୍କ ପରିଚୟ ମିଳିପାରିନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top