ଖେଳ

ନିର୍ଦ୍ଧାରିତ ହେଲା T-20 ଖେଳାଯିବାର ସ୍ଥାନ: ଅରୁଣ ଜେଟଲୀ ଷ୍ଟାଡିୟମରେ ହେବ ସିରିଜ୍‌ର ପ୍ରଥମ ମୁକାବଲା

cricket

ନୂଆଦିଲ୍ଲୀ: ଶେଷରେ ଦିଲ୍ଲୀରେ ହିଁ ହେବ ଭାରତ ଓ ବାଙ୍ଗ୍ଲାଦେଶ ମଧ୍ୟରେ T-20  ମ୍ୟାଚ୍‌ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ  ବୋର୍ଡ ଏହା ସ୍ପଷ୍ଟ କରିଛି ଯେ ସିରିଜ୍‌ର ପ୍ରଥମ T-20 ମୁକାବଲା ରାଜଧାନୀ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ହିଁ ଖେଳାଯିବ ।

ଦୀପାବଳୀ ପରେ  ଦିଲ୍ଲୀର ବାୟୁ ପ୍ରଦ୍ୟୁଷଣକୁ ନେଇ ସ୍ଥାନ ପରିବର୍ତ୍ତନ କରିବାର ସମ୍ଭାବନା କରାଯାଉଥିଲା । କିନ୍ତୁ ବିସିସିଆଇ ସ୍ପଷ୍ଟ କରିଛି ଯେ, ଖରାପ ପ୍ରଦ୍ୟୁଷଣ ସତ୍ତ୍ୱେ ମଧ୍ୟ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ହିଁ  T-20  ଖେଳାଯିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top