ଦେଶ

‘ଅମ୍ଫାନ’କୁ ସାମ୍ନା କରିବାକୁ ପ୍ରସ୍ତୁତ ହେଉଛି କୋଷ୍ଟଗାର୍ଡ

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଲାଣି ସମ୍ଭାବ୍ୟ ବାତ୍ୟା ‘ଅମ୍ଫାନ’ । ଏହାକୁ ନଜରରେ ରଖି ଗଭୀର ସମୂଦ୍ରକୁ ନଯିବାକୁ ଏବଂ ଯାଇଥିବା ଜାହାଜକୁ ଫେରିଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଆରମ୍ଭ କରିଥିବା ବେଳେ କୋଷ୍ଟଗାର୍ଡ ମଧ୍ୟ ପ୍ରସ୍ତୁତ ହେଉଛି ।

ଇଣ୍ଡିଆନ୍ କୋଷ୍ଟଗାର୍ଡ, ଉତ୍ତର ପୂର୍ବ ୟୁନିଟ୍ ସାଇକ୍ଲୋନ୍ ଅମ୍ଫାନକୁ ସାମ୍ନା କରିବାକୁ ପ୍ରସ୍ତୁତ ହେଉଛି। ଏହି ବାତ୍ୟା ପଶ୍ଚିମବଙ୍ଗ ଏବଂ ଓଡିଶା ଉପକୂଳକୁ ପ୍ରଭାବିତ କରିପାରେ  ।

ପରିସ୍ଥିତି ଠିକ ନହେବା ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ଏଜେନ୍ସି ପରାମର୍ଶ ଦେଇଛି। ଇଣ୍ଡିଆନ କୋଷ୍ଟଗାର୍ଡ ଆଇସିଜି ଜାହାଜ ଏବଂ ଏୟାରକ୍ରାଫ୍ଟମାନେ ମତ୍ସ୍ୟଜୀବୀ ଡଙ୍ଗା ଗୁଡ଼ିକୁ ବନ୍ଦରକୁ ଫେରିବା ପାଇଁ କହୁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top