ଟେକ୍ନୋଲୋଜି

ଟ୍ରେନିଂ ସମୟରେ ଦୁର୍ଘଟଣାଗ୍ରସ୍ତ ହେଲା  ମିଗ୍‌-29K

ନୂଆଦିଲ୍ଲୀ: ଟ୍ରେନିଂ ସମୟରେ ଦୁର୍ଘଟଣାଗ୍ରସ୍ତ ହେଲା ମିଗ୍‌-29 ।  ଭାରତୀୟ ନୌସେନାର ମିଗ୍‌-29 ଆଜି ସକାଳ 10ଟା 30ରେ ଗୋଆରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

 ଏହି ବିମାନ ଟ୍ରେନିଂ ପାଇଁ ଉଡାଣ ଭରୁଥିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ।  ପାଇଲଟ ସୁରକ୍ଷିତ ଭାବେ ବିମାନରୁ ଉଦ୍ଧାର କରାଯାଇଛି ।  ଘଟଣାର ତଦନ୍ତ ଚାଲିଛି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top