ଟେକ୍ନୋଲୋଜି

ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ

Brahmash

ନୂଆଦିଲ୍ଲୀ: ବ୍ରହ୍ମୋସ  ସୁପରସୋନିକ୍‌ କ୍ରୁଜ୍‌  ମିସାଇଲର ସଫଳ ପରୀକ୍ଷଣ କଲା ନୌସେନା । ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ(ଡିଆରଡିଓ) ଦ୍ୱାରା  ନିର୍ମିତ ଏହି ମିସାଇଲର ଆରବ ସାଗରରେ ପରୀକ୍ଷଣ କରାଯାଇଥିଲା ।

ଗତ ମାସରେ ବାୟୁସେନା ମଧ୍ୟ ଏହାର ସଫଳ ପରୀକ୍ଷଣ କରିସାରିଛି । ବାୟୁସେନା  ଆଣ୍ଡାମାନ ନିକୋବରର ଟ୍ରାକ ଦୀପରେ ସୋମବାର ଓ ମଙ୍ଗଳବାର ଦିନ ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top