ଦେଶ

ସୁଦାନର ଏକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ୧୮ ଭାରତୀୟ ମୃତ

bllast

ଅର୍ଗସ ବ୍ୟୁରୋ: ସୁଦାନରେ ହୋଇଥିବା ଏକ ବମ୍‌ ବିସ୍ଫୋରଣରେ 18 ଭାରତୀୟଙ୍କ ମୃତ୍ୟୁ ଘଟିଛି । ବିଦେଶ ମନ୍ତ୍ରୀ ଏସ ଜୟ ଶଙ୍କର ଏହାର ସୂଚନା ଦେଇଛନ୍ତି । ବିଦେଶ ମନ୍ତ୍ରୀ କହିଛନ୍ତି, ମୋତେ ବର୍ତ୍ତମାନ ସଲୁମୀ ସ୍ଥିତ ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣର ସୂଚନା  ମିଳିଲା । ଏହି ଘଟଣାରେ 18ଭାରତୀୟଙ୍କ ମୃତ୍ୟୁ ଘଟିଛି । ଏଥିସହିତ ବହୁ ଗୁରୁତର ହୋଇଛନ୍ତି ।

ଏହି ବିସ୍ଫୋରଣରେ ପାଖାପାଖି 23 ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ 130 ଲୋକ ଅତି ଗୁରୁତର ଭାବେ ଆହତ ହୋଇଛନ୍ତି । ଗୋଟିଏ ଏଲପିଜି  ସିଲିଣ୍ଡର ବ୍ଲାଷ୍ଟ ଯୋଗୁ   ଏହି ବିସ୍ଫୋରଣ ଘଟିଛି ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top