X
Breaking News
ଟେକ୍ନୋଲୋଜି

ସାମ୍ନାକୁ ଆସିଲା ବହୁ ପ୍ରତିକ୍ଷିତ ବ୍ଲାକହୋଲ୍‌ର ଫଟୋ

Courtesy: www.cnet.com

ପ୍ୟାରିସ୍‌: ମହାକାଶ ବିଜ୍ଞାନୀମାନେ ବ୍ଲାକ୍‌ହୋଲ୍‌ର ପ୍ରଥମ ଫଟୋ ଜାରି କରିଛନ୍ତି । ଆକାଶଗଙ୍ଗା ଏମ 87ର 53.5 ମିଲିୟନ ଆଲୋକ ବର୍ଷ ଦୂରତାରେ ଅବସ୍ଥିତ ବିଶାଳକାୟ ବ୍ଲାକହୋଲ୍‌ର ଫଟୋ ଏବେ ସାମ୍ନାକୁ ଆସିଛି । ଏଥିରୁ ଗ୍ୟାସ୍‌ ଏବଂ ପ୍ଲାଜମା ବାହାରୁଥିବା ଫଟୋରେ ଜଣାପଡ଼ୁଛି ।

Courtesy: edition.cnn.com

ଟୋକିଓ, ୱାସିଂଟନ ଭଳି 5ଟି ସ୍ଥାନର ବୈଜ୍ଞାନିକମାନେ ଏକସଙ୍ଗେ ପ୍ରେସ ମିଟ୍ କରି ଏହି ଫଟୋ ଜାରି କରିଛନ୍ତି । ବ୍ଲାକହୋଲ୍‌ କଥା ଆସିଲେ ସମସ୍ତଙ୍କ ମନରେ ଏକ ଉତ୍କଣ୍ଠା ଭରିଯାଏ । ଠିକ୍‌ ଏହି ସମୟରେ ବ୍ଲାକହୋଲ୍‌ ଫଟୋ ଆସିବା ସମସ୍ତଙ୍କୁ ଯେତିକି ଖୁସି ଦେଇଛି ସେତିକି ଚିନ୍ତାରେ ପକାଇଛି ମଧ୍ୟ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top