ଟେକ୍ନୋଲୋଜି

ଆର୍ବିଟର ପଠାଇଲା ଚନ୍ଦ୍ରର ଫଟୋ: ଇସ୍ରୋ

chandrayaan2

ଅର୍ଗସ ବ୍ୟୁରୋ:  ଇସ୍ରୋ ତରଫରୁ ଜାରୀ ହେଲା ଚନ୍ଦ୍ରର ଫଟୋ ।  ଚନ୍ଦ୍ରାୟାନ-2 ର ଆର୍ବିଟର ହାଇ ରିଜୋଲ୍ୟୁଶନ୍‌ କ୍ୟାମେରାରେ ଉଠି ଥିବା ଚନ୍ଦ୍ରର ଫଟୋ ପ୍ରକାଶ କରିଛି ଇସ୍ରୋ ।  ଏହି ଫଟୋରେ ଚନ୍ଦ୍ରର ପୃଷ୍ଠଦେଶ ଏବଂ  ଛୋଟ ବଡ ଗାତ ସବୁ ନଜର ଆସିଛି । ଚନ୍ଦ୍ରାୟାନ-2 ର ହାଇ ରିଜୋଲ୍ୟୁସନ୍‌  ଫଟୋ ଗ୍ରହଣ କରିଥାଏ । ଏହି କ୍ୟାମେରା ଫୈକ୍ରୋମିଟ୍‌  ବୈଣ୍ଡ (450-800nm)  ଉପରେ ସଞ୍ଚାଳିତ ହୋଇଥାଏ ।

ଚନ୍ଦ୍ରାୟାନ୍‌-2ର  ବିକ୍ରମ ଲ୍ୟାଣ୍ଡର  ଖରାପ୍‌ ଲ୍ୟାଣ୍ଡିଙ୍ଗ୍‌ର ଯାଞ୍ଚ୍‌ ଏକ ରାଷ୍ଟ୍ରୀୟ ସ୍ତରୀୟ ସମିତି(NRC) କରୁଛି । କିଛି ଦିନ ପୂର୍ବରୁ ଇସ୍ରୋର ମୁଖିଆ  ଡ.କେ. ସିବନ ସ୍ପଷ୍ଟ କରିଥିଲେ ଯେ, ଚନ୍ଦ୍ରାୟାନ-2 ମିଶନ 98 ପ୍ରତିଶତ ସଫଳ ହୋଇଛି ବୋଲି ଏନଆରସି ଘୋଷଣା କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top