ଟେକ୍ନୋଲୋଜି

ଚନ୍ଦ୍ରାୟାନ-୩ର ପ୍ରସ୍ତୁତିରେ ଇସ୍ରୋ: କେନ୍ଦ୍ରକୁ ମାଗିଲା ୭୫ କୋଟି

chandrayaan_3

ନୂଆଦିଲ୍ଲୀ:  ଭାରତୀୟ ଅନ୍ତରୀକ୍ଷ  ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ଏବେ ଚନ୍ଦ୍ରାୟାନ-3  ପ୍ରସ୍ତୁତିରେ ଲାଗିପଡିଛି ।  ଏହଥିପାଇଁ ସଙ୍ଗଠନ କେନ୍ଦ୍ରକୁ  75 କୋଟି ଟଙ୍କାର ସହାୟତା ମାଗିଛି । ତେବେ ବର୍ତ୍ତମାନ ପୁରା ଦମ୍‌ରେ ଲାଗିପଡିଛି ତୃତୀୟ ମହତ୍ତ୍ୱକାଙ୍ଖି ମୁନ୍‌ ମିଶନକୁ ସଫଳ କରିବା ପାଇଁ ଇସ୍ରୋ । ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚନ୍ଦ୍ରାୟାନ-3କୁ ଇସ୍ରୋ ନଭେମ୍ବର 2020ରେ ଲଞ୍ଚ କରିବାର ଯୋଜନା କରୁଛି ।

 ଚନ୍ଦ୍ରାୟାନ-3 ପାଇଁ ଇସ୍ରୋ ବର୍ତ୍ତମାନ ଏହି ବଜେଟ କେନ୍ଦ୍ରକୁ ମାଗିଛ ।  ଏହି ବଜେଟରୁ 60 କୋଟି ଟଙ୍କା ମେଶିନାରୀ, ଉପକରଣ ଓ ଅନ୍ୟ ପୁଞ୍ଜିଗତରେ ବ୍ୟୟ କରାଯିବ । ଏଥିସହିତ 15 କୋଟି ଟଙ୍କା ରାଜସ୍ୱ ବ୍ୟୟବରାଦ ପାଇଁ ମାଗିଛି ଇସ୍ରୋ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top