ନ୍ୟୁଜ୍

ଆଜି ମହାପ୍ରଭୁଙ୍କ ଦିବା ପହୁଡ ନୀତି ଅନୁଷ୍ଠିତ, ଅଢ଼େଇ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

puri

ପୁରୀ:  ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦିବା ପହୁଡ ନୀତି ଅନୁଷ୍ଠିତ ହେଉଛି । ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଦୁଇଘଣ୍ଟା ପାଇଁ ମହାପ୍ରଭୂ ଦିବା ପହୁଡ ନୀତି ହେବେ । ପହୁଡ ଯୋଗୁଁ ଆଜି ଅପରାହ୍ନ ୩.୩୦ଟାରୁ ୬ ଟା ମଧ୍ୟରେ ମହାପ୍ରଭୁଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହି ସମୟରେ ଶ୍ରୀମନ୍ଦିର ପରିସରରେ ଥିବା ଅନ୍ୟ ମନ୍ଦିର ଦର୍ଶନ ଜାରି ରହିବ । କାର୍ତ୍ତିକ ମାସରେ ଏହି ଦିବା ପହୁଡ ନୀତି ଅନୁଷ୍ଠିତ ହେବାର ପରମ୍ପରା ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top