ଦେଶ

ଗାନ୍ଧୀ ଜୟନ୍ତିରେ ପ୍ରଶାସନର ବଡ଼ ନିଷ୍ପତ୍ତି: କାଶ୍ମୀର ନେତାଙ୍କ ଉପରୁ ହଟିଲା ନଜରବନ୍ଦୀ

kashmir

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀର  ପ୍ରଶାସନ ଗାନ୍ଧି ଜୟନ୍ତିରେ ଏକ ବଡ ନଷ୍ପତ୍ତି ନେଇଛନ୍ତି ।  370 ଧାରା ଉଚ୍ଛେଦ ପରେ ଜମ୍ମୁରେ ନେତାମାନଙ୍କ ଉପରେ ପ୍ରଶାସନର ଅବରୁଦ୍ଧ ଅବସ୍ଥା ଜାରି କରିଥିଲେ  ଯାହାକୁ ଆଜି ପ୍ରଶାସନ କିଛି ନେତାମାନଙ୍କ ଉପରୁ ଏ ନଜରବନ୍ଦୀ ହଟାଇଛନ୍ତି । ଧାରା 370 ହଟିବା  ପରେ ସ୍ଥାନୀୟ ପୋଲିସ୍‌ ଏହି କଟାକଣା ଲଗାଇଥିଲା ।

ପୂର୍ବ ମନ୍ତ୍ରୀ ଓ ଡୋଗରା ସ୍ୱାଭିମାନ ସଙ୍ଗଠନ ପାର୍ଟିର ଅଧ୍ୟକ୍ଷ ଚୌଧୁରୀ ଲାଲ ସିଂହଙ୍କୁ ମଧ୍ୟ ନଜରବନ୍ଦୀ କରାଯାଇଥିଲା ।  ଆଜି ଗାନ୍ଧୀ ଜୟନ୍ତିରେ ସମସ୍ତ ବିରାେଧି ଦଳର ନେତାମାନଙ୍କ ଉପରୁ ଏହି ନଜରବନ୍ଦୀ ହଟା ଯାଇଛି । ଯେଉଁ ନାତାମାନଙ୍କ ଉପରୁ ଏ ନଜରବନ୍ଦୀ ହଟା ଯାଇଛି ସେମାନେ ନ୍ୟାସନାଲ କନଫରେନ୍ସ, କଂଗ୍ରେସ,ପୈନ୍ଥର୍ସ ପାଟିର ନେତା ଥିଲେ । ଏହି ନେତାମାନଙ୍କୁ 5 ଅଗଷ୍ଟରୁ ନଜରବନ୍ଦୀରେ ରଖାଯାଇଥିଲା ।  କାରଣ 370 ଧାରା ଉଚ୍ଛେଦ ପରେ ଏମାନଙ୍କ ଦ୍ୱାରା କୌଣସି ଅପ୍ରିତିକର ପରିସ୍ଥିତ ନ ସୃଷ୍ଟି ହେଉ  ସେନେଇ ସରକାର ଏ ନଜରବନ୍ଦୀ  ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top