ଦେଶ

ବଲିଉଡ୍ ଓ ଡ୍ରଗ୍ସ ଲିଙ୍କ ମାମଲାରେ ସଂସଦରେ ବର୍ଷିଲେ ଜୟା ବଚ୍ଚନ

jaya

ଅର୍ଗସ ବ୍ୟୁରୋ:  ବଲିଉଡ୍ ଓ ଡ୍ରଗ୍ସ ଲିଙ୍କ ମାମଲାରେ ସଂସଦରେ ବର୍ଷିଲେ ଜୟା ବଚ୍ଚନ । ରାଜ୍ୟସଭାରେ ପ୍ରତିକ୍ରିୟା ରଖିଲେ, ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ । ବଲିଉଡକୁ ବଦନାମ ପାଇଁ ଷଡଯନ୍ତ୍ର କରାଯାଉଥିବା କହିଲେ ଜୟା ବଚ୍ଚନ । ଜଣଙ୍କ ଲାଗି ପୁରା ବଲିଉଡକୁ ବଦନାମ କରିବା ଠିକ୍ ନୁହେଁ । ପ୍ରତ୍ୟକ୍ଷ ଭାବେ ୫ ଲକ୍ଷ ଲୋକଙ୍କୁ ରୋଜଗାର ଦେଉଛି ବଲିଉଡ୍ । ଇଣ୍ଡଷ୍ଟ୍ରିର କିଛି ଲୋକ ଅଛନ୍ତି ଯେଉଁମାନେ ସବୁଠୁ ଅଧିକ ଟିକସ ଦେଉଛନ୍ତି । କୋରୋନା ପାଇଁ ଦେଶର ଆର୍ଥିକ ସ୍ଥିତି ଏବେ ଠିକ୍ ନାହିଁ । ଏହି ପ୍ରସଙ୍ଗକୁ ଧ୍ୟାନ ହଟାଇବା ପାଇଁ ବଲିଉଡକୁ ଟାର୍ଗେଟ କରାଯାଉଛି । ତେଣୁ ବଲିଉଡର ସମର୍ଥନ ପାଇଁ ସରକାର ଆଗକୁ ଆସନ୍ତୁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top