ଦେଶ

ମସ୍କୋରୁ ପହଞ୍ଚିଲେ ଭୁବନେଶ୍ୱର, ମୋଦି ଓ ଧର୍ମେନ୍ଦ୍ରଙ୍କୁ ଧନ୍ୟବାଦ ଜଣାଇଲେ ଓଡ଼ିଆ ଯୁବକ

ନୂଆଦିଲ୍ଲୀ/ ଭୁବନେଶ୍ୱର: ବନ୍ଦେ ଭାରତ ମିଶନ ଦ୍ୱାରା  ଭୁବନେଶ୍ୱରରେ ପହଞ୍ଚିଲେ ଓଡିଆ ଯୁବକ ଯୋଶିତ୍‌ ମହାନ୍ତି ।  ସେ ଜୁନ୍ 2 ତାରଖରେ  ସୁରକ୍ଷିତ ଭାବେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ ଦ୍ୱାରା ସୁରକ୍ଷିତ ଭାବେ  ମସ୍କୋ ରୁ ଭୁବନେଶ୍ୱରରେ ପହଞ୍ଚିଥିବାରୁ  କୃତଜ୍ଞତା ଜଣାଇଛନ୍ତି ଯୋଶିତ୍‌ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top