ଅପରାଧ

ସାଂସଦଙ୍କ ଅନୁଭବଙ୍କ ନାଁରେ ଲାଗିଲା ଦଫା

anubhav mohanty
file photo

କେନ୍ଦ୍ରାପଡ଼ା: ସାଂସଦଙ୍କ ଅନୁଭବଙ୍କ ନାଁରେ ଥାନାରେ ମାମଲା ରୁଜୁ । ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ସାଂସଦଙ୍କୁ ମହଙ୍ଗା ପଡ଼ିଲା । ସାଂସଦଙ୍କ ନାଁରେ ବିଭିନ୍ନ ଅପରାଧିକ ମାମଲା ରୁଜୁ କରାଯାଇଛି । ଏକ ଘରୋଇ ଟିଭି ଚ୍ୟାନେଲର ସମ୍ବାଦିକ ମନୋଜ ସ୍ୱାଇଁଙ୍କୁ ସାଂସଦ ଅନୁଭବ ମହାନ୍ତି ସର୍ବସମ୍ମୁଖରେ ଦୁର୍ବ୍ୟବହାର କରିଥିଲେ । ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସାମ୍ବାଦିକ ମନୋଜ ସ୍ୱାଇଁଙ୍କ ଅଭିଯୋଗକୁ ଆଧର କରି କେନ୍ଦ୍ରାପଡ଼ା ଥାନାରେ ଆଇପିସି ଦଫା ୩୪୧, ୩୨୩, ୨୯୪, ୫୦୦, ୫୦୬ରେ ମାମଲା ରୁଜୁ କରାଯାଇଛି ।

Anubhav FIR

Anubhav FIR

Anubhav FIR

Anubhav FIR

Click to comment

Leave a Reply

Your email address will not be published. Required fields are marked *

Most Popular

To Top