ଅପରାଧ

କୁଖ୍ୟାତ ଅପରାଧି କୁଲୁ ନାୟକ ଗିରଫ

ଭୁବନେଶ୍ୱର: ଖଣ୍ଡଗିରି ଥାନା ଅଧିନସ୍ତ ପାତ୍ରପଡା ଗ୍ରାମର କୁଲୁ ନାୟକ ନାମକ ଜଣେ ବ୍ୟକ୍ତିକୁ ଆଜି ଖଣ୍ଡଗିରି ପୋଲିସ ଗିରଫ କରିଛି । ପୂର୍ବରୁ ବିଭିନ୍ନ ଅପରାଧିକ ମାମଲାରେ ସେ ଲିପ୍ତ ଥିବା ଜଣାପଡିଛି ।

ପୂର୍ବରୁ ବିଭିନ୍ନ ମାମଲାରେ ଉଚ୍ଚନ୍ୟାୟଳୟରୁ ବେଲ୍ ମଧ୍ୟ ବାତିଲ ହୋଇଛି । ମିକୁ ସାମନ୍ତରାୟ ନାମକ ଜଣେ ବ୍ୟକ୍ତିଙ୍କୁ ବନ୍ଧୁକ ଦେଖାଇ ମାରିବାକୁ ଚେଷ୍ଟା କରୁଥିବାବେଳେ ଅଭିଯୁକ୍ତକୁ ଖଣ୍ଡଗିରି ପୋଲିସ ଗିରଫ କରିଛି । ୨୪ ଘଣ୍ଟା ରିମାଣ୍ଡରେ ରଖି ଆଜି ୩୪୧/୨୯୪/୫୦୬/୪୫/୨୭ ଦଫାରେ କୋର୍ଟ ଚାଲାଣ କରିଛି ପୋଲିସ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top