ରାଜ୍ୟ

୧୫ ଜିଲ୍ଲାକୁ ବଜ୍ରପାତ ଆଶଙ୍କା

lightning-1

ଭୁବନେଶ୍ୱର: ସଂଧ୍ୟା ୭ଟା ୧୫ ସୁଦ୍ଧା ୧୫ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା । ୧୫ ଜିଲ୍ଲା ହେଲା ରାୟଗଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, ଦେବଗଡ଼, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ବୌଦ୍ଧ, ନୟାଗଡ଼, କଟକ, ଗଞ୍ଜାମ ଓ ଗଜପତି ।

ତେବେ ବଜ୍ରପାତ ନେଉଛି ଜୀବନ । ଲୋକମାନେ ଏହାକୁ ଦୃଷ୍ଟିରେ ରଖି ଆଲର୍ଟ ରହିବା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଛି । ନିକଟରେ ବଜ୍ରାଘାତରେ ଗୋଟିଏ ଦିନରେ 5 ଜଣଙ୍କ ଜୀବନ ଯାଇଥିଲା । କେନ୍ଦୁଝରରେ ଦୁଇ ଜଣଙ୍କ ଜୀବନ ଯାଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top