ନ୍ୟୁଜ୍

ଚୋରା ମଦ ନେଇ ଯାଉଥିବା ବୋଲେରୋ ଦୁର୍ଘଟଣାଗ୍ରସ୍ତ, ତିନି ଅଟକ

liquor

ବାଲେଶ୍ୱର:  ଚୋରା ଦେଶୀମଦ ନେଇଯାଉଥିବା ବୋଲେରୋ ଦୁର୍ଘଟଣାଗ୍ରସ୍ତ । ବୋଲେରୋକୁ ପୋଲିସ ପିଛା କରିବାରୁ ବୋଲେରୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ସାହସପୁର ଛକ ନିକଟରେ । ସୂଚନାନୁସାରେ, ଚୋରା ଦେଶୀମଦ ନେଇଯାଉଥିବା ବୋଲେର ଦୁର୍ଘଟଣା ଘଟିଛି ।

ତେବେ ଏହି ବୋଲେରକୁ ପୋଲିସ ପିଛା କରିବାରୁ ବୋଲେରଟି ଭାରସାମ୍ୟ ହରେଇ ରାସ୍ତାପାଖକୁ ଓଲଟି ପଡିଥିଲା । ଏହାପରେ ପୋଲିସ ଏହି ଘଟଣାରେ 0R 01N – ୯୧୯୦ ନାମକ ବୋଲେରୋ ସହ ୩ଜଣକୁ ଗୋପାଳପୁର ପୋଲିସ ଗିରଫ କରିଛି । ଏହାସହ ଗାଡିରେ ଥିବା ୧୦୦୦ ଲିଟରରୁ ଅଧିକ ମଦ ଜବତ କରିଛି । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top