ନ୍ୟୁଜ୍

ରାଜଧାନୀରେ ମାତିଲେ ଲୁଟେରା, ୟୁନିଟ ୩ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରୁ ଚୋରି ଅଭିଯୋଗ

loot

ଭୁବନେଶ୍ୱର: ରାଜଧାନୀରେ ମାତିଲେ ଲୁଟେରା । ୟୁନିଟ ୩ ଅଞ୍ଚଳରେ ଜଣେ ବ୍ୟକ୍ତଙ୍କ ଘରୁ ଚୋରି ଅଭିଯୋଗ । ମେନ ଗେଟ ଓ ଘର ତାଲା ତାଡି କଳା କନା ବୁଲେଇଦେଲେ ଦୁର୍ବୃତ୍ତ । ସୂଚନାନୁସାରେ, କିଛିଦିନ ତଳେ ଭିଜିଲାନ୍ସ ଡିଏସପିଙ୍କ ବେକରୁ ଦୁର୍ବୃତ୍ତମାନେ ସୁନା ଚେନ ଝାମ୍ପି ନେଇଥିଲେ । ଏବେ ପୁଣି ୟୁନିଟ-୩ ଅଞ୍ଚଳରେ ଦୁର୍ବୃତ୍ତମାନେ ଏକ ସରକାରୀ କ୍ୱାର୍ଟରରୁ ଲୁଟ କରିଛନ୍ତି । ତେବେ ବାରମ୍ୱାର ରାଜଧାନୀରୁ ଏଭଳି ଭାବରେ ଲୁଟ ହେଉଥିବାବେଳେ ରାଜଧାନୀବାସୀ କେତେ ସୁରକ୍ଷିତ ତାକୁ ନେଇ ଉଠିଛି ବଡ ପ୍ରଶ୍ନ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top