ଦେଶ

ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ବହୁ ଲୋକ ଫସିଥିବା ଆଶଙ୍କା

fire

ମଧ୍ୟପ୍ରଦେଶ: ଇନ୍ଦୋରର ଗୋଲ୍ଡେ‌ନ ଗେଟ ହୋଟେଲରେ ଲାଗି ଭିଷଣ ନିଆଁ । ସୋମବାର ଦିନ ସକାଳେ ହଠାତ୍‌ ଏହି ହୋଟେଲ୍‌ରେ ନିଆଁ ଲାଗିଯାଇଥିଲା । ହୋଟେଲରେ ଫସିଥିବା ବହୁ ଲୋକଙ୍କୁ ଫାୟର ବ୍ରିଗେଡ ଓ ପୋଲିସ୍‌ର ଟିମ୍‌ ଉଦ୍ଧାର କରୁଛନ୍ତି ।

ପ୍ରଶାସନ ମଧ୍ୟ ହୋଟେଲର ଦ୍ୱିତୀୟ ମହଲାକୁ ଖାଲି କରିଦେଇଛନ୍ତି । ତେବେ ଏହି ଭୟାବହ ନଆଁ ସର୍ଟସର୍କିଟରୁ ଲାଗିଛି ବୋଲି ଆଶଙ୍କା କରାଯାଉଛି । ଫାୟର ବ୍ରିଗେଡିୟରର ଜଣେ ଅଧିକାରୀ କହିଛନ୍ତି ଯେ, ହେଟେଲର ଅଧିକାଂଶ ଅଂଶ କାଠରେ  ବନା ଯାଇଛି ।  ଯେଉଁଥିପାଇଁ ଏହି ନିଆଁ ବହୁତ ଶିଘ୍ର ବ୍ୟାପିଗଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top