ଦେଶ

ପିଏମ ମୋଦିଙ୍କ ସହ ସାକ୍ଷାତ କଲେ ଉଦ୍ଧବ ଠାକରେ

ନୂଆଦିଲ୍ଲୀ: ପିଏମ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କଲେ ଉଦ୍ଧବ ଠାକରେ । ପିଏମ ମୋଦି ଓ ମହାରାଷ୍ଟ୍ର ସିଏମ ଉଦ୍ଧବ ଠାକରେଙ୍କ ଏହା ହେଉଛି ପ୍ରଥମ ସାକ୍ଷାତ । କିନ୍ତୁ ଗତ ବର୍ଷ  ଡିସେମ୍ବରରେ ଦୁଇ ନେତାଙ୍କ ସାକ୍ଷାତ ହୋଇଥିଲା । ତେବେ ଆଜି  ମୋଦିଙ୍କ ସହ ସାକ୍ଷାତ ପରେ  ଉଦ୍ଧବ ଠାକରେ ଦିଲ୍ଲୀର ସଞ୍ଜୟ ରାଉତ୍‌ଙ୍କ ସରକାରୀ ବାସଭବନରେ ଏକ ପ୍ରେସ କନଫରେନ୍ସ କୁ ସମ୍ବୋନ୍ଧିତ କରିବେ ।  

ଏହାପରେ  କଂଗ୍ରେସା ଅନ୍ତରିମ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିବା ପାଇଁ ଯିବେ । ସନ୍ଧ୍ୟା 7ଟରେ ବିଜେପି ବରିଷ୍ଠ ନେତା  ଲାଲକୃଷ୍ଣ ଆଡଭାଣୀଙ୍କ ଭେଟିବାକୁ ଯିବେ ବୋଲି ସୂଚନା ମିଳିଛି । ସିଏମ ହେବା ପରେ ଦିଲ୍ଲୀକୁ ଉଦ୍ଧବ ଠାକରେଙ୍କ ଏହା ପ୍ରଥମ ଗସ୍ତ ।     

Click to comment

Leave a Reply

Your email address will not be published. Required fields are marked *

Most Popular

To Top