ଦେଶ

ସାବରମତୀରେ ମୋଦି, ଗାନ୍ଧୀଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

modi

ନୂଆଦିଲ୍ଲୀ: ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କର 150ତମ ଜୟନ୍ତି ଅବସରରେ ଦୁନିଆ ସାରା ଗାନ୍ଧୀଙ୍କ ଜୟନ୍ତିକୁ ପାଳନ କରାଯାଉଛି । ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଆଡମ୍ବରପୂର୍ଣ୍ଣ ସହ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଅବସରରେ ଦିଲ୍ଲୀର ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଏହାପରେ ପ୍ରଧାନମନ୍ତ୍ରୀ ମୋଦି ସାବରମତୀରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କ  ପ୍ରତିମୁର୍ତିରେ ମାଲ୍ୟାର୍ପଣ କରିଛନ୍ତି ।  ଏହି ସମୟରେ ମୋଦି ବାପୁଙ୍କ ସହ ଜଡିତ ଥିବା ସମସ୍ତ ଜିନିଷ ବୁଲିକରି ଦେଖିଥିଲେ ।

ଆଶ୍ରମର ପିଲାମାନଙ୍କ ସହ ମଧ୍ୟ କଥୋପକଥନ କରିଥିଲେ  ମୋଦି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top