ଦେଶ

ମୁଖ୍ୟମନ୍ତ୍ରୀ ମନୋହର ଲାଲ ଓ ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ନେଲେ ଶପଥ

kottala

ଅର୍ଗସ ବ୍ୟୁରୋ:  65 ବର୍ଷୀୟ  ମନୋହର ଲାଲ  ଆଜି ଦୀପାବଳୀ ଉତ୍ସବରେ  ଦ୍ୱିତୀୟ ଥର ପାଇଁ  ହରିୟାଣାର  11 ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।  ଜେଜେପାର ସୁପ୍ରିମୋ ଦୁଷ୍ୟନ୍ତ ଚୌଟାଲା ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ଏହି ଶପଥ ଗ୍ରହଣ ଉତ୍ସବ ଚଣ୍ଡିଗଡର ରାଜଭବନରେ  କରାଯାଇଛି । ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ତାଙ୍କୁ ପଦର ଗୋପନୀୟତାର ଶପଥ ଦେଇଥିଲେ ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top