ଦେଶ

ଓଲଟିଲା ବସ୍‌: ୫ମୃତ, ୩୦ଗୁରୁତର

accident

ମହାରାଷ୍ଟ୍ର: ମହାରାଷ୍ଟ୍ରର ଭୋର ଘାଟ ନିକଟସ୍ଥ ପୁରୁଣା ପୁନେ-ମୁମ୍ବାଇ ରାଜମାର୍ଗ ଉପରେ ଏକ ବଡ ସଡ଼କ ଦୁର୍ଘଟଣା ଘଟିଛି । ଡ୍ରାଇଭର ନିୟନ୍ତ୍ରଣ ହରାଇ ବସ୍‌ଟି ଓଲଟି ପଡିଥିଲା ।  ଯାହାଫଳରେ  5 ଜଣ ମୃତ ହେବା ସହ 30 ଜଣ ଗୁରୁତର ହୋଇଛନ୍ତି ।

ସୂଚନାମୁତାବକ, ବସଟି 60 ଫୁଟ୍‌ ତଳକୁ ଓଲଟିଛି । ହାଇଓ୍ୱେ ପୋଲିସ କହିବାନୁଯାୟୀ ଗୁରୁତରମାନଙ୍କୁ ପନବେଲ, ଉରସେ, ତେଲେଗାଁ ଓ ନିଗଡିର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଦୁର୍ଘଟଣା ସକାଳ 5ଟାରେ ଘଟିଛି ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top