ଅପରାଧ

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଗଣମାଧ୍ୟମ ସଂଯମତା ରକ୍ଷା କରୁ : ବମ୍ୱେ ହାଇକୋର୍ଟ

ମୁମ୍ୱାଇ : ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁର ତଦନ୍ତ ସମ୍ପର୍କରେ ଖବରକାଗଜ ଓ ଟେଲିଭିଜନରେ ଖବର ପ୍ରସାରଣକୁ ନେଇ ମୁମ୍ୱାଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଏହି ଖବରକୁ ନେଇ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ସଂଯମତା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗଣମାଧ୍ୟମର ଏଭଳି ଆଚରଣ ତଦନ୍ତରେ ବାଧା ସୃଷ୍ଟି କରିବ ବୋଲି ହାଇକୋର୍ଟ କହିଛନ୍ତି। ବିଚାରପତି ଏ.ଏ.ସୟେଦ ଏବଂ ବିଚାରପତି ଏସ୍‍.ପି. ପାଭାଡେଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲା । ଏହାକୁ ଅନେକ ଲୋକ ମିଡିଆ ଟ୍ରାଏଲ ବୋଲି କହିଥିଲେ । ଯାହାକୁ ନେଇ ଦୁଇଟି ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top