ଟେକ୍ନୋଲୋଜି

ଦୁର୍ଘଟଣାଗ୍ରସ୍ତ ହେଲା ନୌସେନା ବିମାନ ମିଗ୍‌-29K

Crashed

ଅର୍ଗସ ବ୍ୟୁରୋ: ଗୋଆରେ ଶନିବାରବାର ଦିନ ଭାରତୀୟ ନୌସେନା ବିମାନ  ମିଗ୍‌ 29K ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଟେକ୍‌ ଅଫ୍‌ର କିଛି ସମୟ ପରେ ଦୁର୍ଗଘଣାଗ୍ରସ୍ତ ହୋଇଥିଲା ।

ବିମାନରେ ଉପସ୍ଥିତ ଥିବା ଦୁଇ ପାଇଲଟ ବିମାନରୁ ଡେଇଁ ନିଜ ଜୀବନ ବଞ୍ଚାଇଥିଲେ । ଏହି ଦୁଇ ପାଇଲଟ ପ୍ରଶିକ୍ଷଣ ମିଶନରେ ଥିଲେ । ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ଟ୍ରେନର ଭର୍ସନର ଲଡାକୁ ବିମାନ ଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top