ଜୀବନ ମନ୍ତ୍ର

ଉପସ୍ଥାନ ୭୫ ପ୍ରତିଶତରୁ କମିଲେ ପରୀକ୍ଷା ଦେଇପାରିବେନି ଛାତ୍ରଛାତ୍ରୀ !

otet exam

ଭୁବନେଶ୍ୱର: ପରୀକ୍ଷା ଦେବାକୁ ହେଲେ ଛାତ୍ରଛାତ୍ରୀମାନଙ୍କର ଅତିକମ୍‌ରେ 75 ପ୍ରତିଶତ ଉପସ୍ଥାନ ଜରୁରୀ । 75 ପ୍ରତିଶତ ଉପସ୍ଥାନ ନଥିଲେ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ ନାହିଁ ।

ଯଦି ଛାତ୍ରଛାତ୍ରୀଙ୍କର 75 ପ୍ରତିଶତରୁ କମ୍‌ ଉପସ୍ଥାନ ରହିଛି ତେବେ କଲେଜ କର୍ତ୍ତୃପକ୍ଷ ଏକ୍ସଟ୍ରା କ୍ଲାସ କରାଇ ସେମାନଙ୍କର ଉପସ୍ଥାନ ପ୍ରତିଶତ ପୂରା କରିବାକୁ ପଡ଼ିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି ।

ଏହାସହ ଏକ୍ସଟ୍ରା କ୍ଲାସ୍‌ ପରେ ବି ଯଦି କୌଣସି ଛାତ୍ରଛାତ୍ରୀଙ୍କ ଉପସ୍ଥାନ 75 ପ୍ରତିଶତରୁ କମ୍‌ ରହେ ତେବେ ସେମାନେ କୌଣସି ମୋତେ ପରୀକ୍ଷା ଦେଇପାରିବେ ନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top