ଦେଶ

ପିଓକେରୁ ଆସିଥିବା କାଶ୍ମୀର ପରିବାରଙ୍କୁ ମୋଦିଙ୍କ ଉପହାର, ମିଳିବ ୫.୫ଲକ୍ଷ ଟଙ୍କା

modi

ଅର୍ଗସ ବ୍ୟୁରୋ:  କେନ୍ଦ୍ର ସରକାର ଆଜି ଦୁଇ ଦୁଇଟା ବଡ ଉପହାର ସଦୃଶ ଦେଶବାସୀଙ୍କୁ ପ୍ରଦାନ କରିଛନ୍ତି । ସରକାର ଆଜି  କେନ୍ଦ୍ର ବୈଠକରେ ପ୍ରଥମତଃ ସରକାରୀ କର୍ମଚାରୀଙ୍କ ଭହଙ୍ଗା ଭତ୍ତା 5 ପ୍ରତିଶତ ବଢାଇଥିଛନ୍ତି ।  ସେହିପରି ପାକିସ୍ତାନ ଅଧିକୃତ କାଶ୍ମୀରରୁ ବିସ୍ତାପିତ ହୋଇ  ଭାରତର କିଛି ରାଜ୍ୟରେ ରହିଥିବା 5300 ପରିବାରଙ୍କୁ ଦୀବାବଳୀ ଉପହାର ପ୍ରଦାନ କରିଛନ୍ତି ।

ଏବେ ଏହି ପରିବାରଙ୍କୁ  କେନ୍ଦ୍ର ତରଫରୁ ସାଢେ 5 ଲକ୍ଷ ଟଙ୍କା ଆର୍ଥିକ ସହାୟତା  ପ୍ରଦାନ କରାଯିବ । ତେବେ ଏହାର ଦାବି ବହୁ ଦିନରୁ  କରାଯାଇଆସୁଥିଲା ଯାହାକୁ ମୋଦି ସରକାର ସଫଳ କରିବାକୁ ଯାଉଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top