ନ୍ୟୁଜ୍

ସ୍କୁଲରେ ଭୟାବହ ଅଗ୍ନିକାଣ୍ଡ: ୨ଶିକ୍ଷକଙ୍କ ସହ ୨୬ ଛାତ୍ରଛାତ୍ରୀ ଜୀବନ୍ତ ଦଗ୍ଧ

fire

ଅର୍ଗସ ବ୍ୟୁରୋ:  ଲାଇବେରିଆରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି  ।  ଲାଇବେରିଆର ରାଜଧାନୀ ମୋନରବ୍ୟାର ନିକଟସ୍ଥ  ଏକ ସ୍କୁଲ୍‌ ରେ ଭୀଷଣ ଅଗ୍ନିକାଣ୍ଡ ଘଟି  2 ଶିକ୍ଷକଙ୍କ ସମେତ 26 ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି ।

fire

ତେବେ ଏହି ଘଟଣାରେ କିଛି ଛାତ୍ରଛାତ୍ରୀ ମଧ୍ୟ ଗୁରୁତର ହୋଇଥିବା ଯଣାପଡିଛି । ରାଷ୍ଟ୍ରପତି ଜର୍ଜ ବୀହ ଘଟଣାସ୍ଥଳରେ ପହଞ୍ଜି ତଦାରଖ କରିଥିଲେ ।  ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

 

 

 

 

 

 

 

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top