X
Breaking News
ନ୍ୟୁଜ୍

ଝାରସୁଗୁଡ଼ାରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧି ସୋନୁ ଘୋଷର ସହଯୋଗୀ ବିନୋଦ ଗୁରୁତର

encounter

ଝାରସୁଗୁଡ଼ା:  ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସ୍ଥିତ ଛୁଆଳିବେର୍ଣାଠାରେ ପୋଲିସ ଏନକାଉଣ୍ଟର ହୋଇଛି । ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ସହଯୋଗୀ ବିନୋଦ ପ୍ରସାଦଙ୍କୁ ଏନକାଉଣ୍ଟର କଲା ବ୍ରଜରାଜନଗର ପୋଲିସ । ଫଳରେ ବିନୋଦର ଗୋଡ଼ରେ ଗୁଳି ବାଜିଛି । ଗତକାଲି ରାତି ୩ ଟାରେ ପୋଲିସ ଏହି  ଏନକାଉଣ୍ଟର କରିଛି ।  ଗୁରୁତର ଅବସ୍ଥାରେ ବିନୋଦ ହସ୍ପିଟାଲରେ  ଭର୍ତି।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top