ମନୋରଞ୍ଜନ

କ’ଣ ମୌନି ରାୟ ଲୁଚିଛପି ନିର୍ବନ୍ଧ କରିନେଲେ କି..

mouni roy

ଅର୍ଗସ ବ୍ୟୁରୋ:  ଟିଭି ସିରିଏଲ ‘ନାଗିନ୍’ରୁ ଲୋକଙ୍କ ହୃଦୟକୁ ଜିତିବା ପରେ ଏବେ ମୌନି ରାୟ ଫିଲ୍ମରେ ନିଜର ଯାଦୁ ଦେଖିବାକୁ ମିଳିଛି ।  ମୌନି ତାଙ୍କ ଫଟୋ ଏବଂ ଭିଡିଓକୁ ନେଇ ସବୁବେଳେ ହେଡଲାଇନରେ ରହିଥାନ୍ତି ।  ନିକଟରେ ମୌନି ତାଙ୍କ ପ୍ରଶଂସକଙ୍କ ସହ ଏପରି ଏକ ଭିଡିଓ ସେୟାର କରିଛନ୍ତି, ଯାହା ପରେ ମୌନିଙ୍କର ନିର୍ବନ୍ଧ ହୋଇଯାଇଥିବା ତାଙ୍କ ପ୍ରଶଂସକମାନେ କହୁଥିବା ଜଣାପଡ଼ିଛି ।

ବାସ୍ତବରେ ମୌନି ରାୟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ତାଙ୍କର ଗୋଟିଏ ଭିଡିଓ ସେୟାର କରିଛନ୍ତି  । ଏହି ଭିଡିଓରେ ମୌନିଙ୍କ ହାତ ଆଙ୍ଗୁଠିରେ ଏକ ହୀରା ମୁଦି ଦେଖିବାକୁ ମିଳିଛି । ଏବେ ଅନୁମାନ କରାଯାଉଛି ଯେ ମୌନି ଲୁଚିଛପି ନିର୍ବନ୍ଧ କରିଥିବା ଆଲୋଚନା ହେଉଛି । ତେବେ ଏକଥାକୁ ନେଇ ମୌନି ବର୍ତ୍ତମାନ ପର୍ଯ୍ୟନ୍ତ କିଛି କହିନଥିବାବେଳେ ଏହା ସତ ନା ମିଛ ତାହା ଜଣାପଡ଼ିନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top