ଦେଶ

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ବହୁ ଲୋକ ଫସିଥିବା ଆଶଙ୍କା

FIRE

ନୂଆଦିଲ୍ଲୀ: ଦିଲ୍ଲୀର ନରେଲା ଅଞ୍ଚଳର ଏକ ଜୋତା କାରଖାନାରେ ଶନିବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁର ବେଗ ଏତେ ପ୍ରଖର ଥିଲା ଯେ  ନିଆଁକୁ ଆୟତ କରିବା ପାଇଁ  ଦମକଳର 24ଟି ଗାଡି ମୁତୟନ ହୋଇଥିଲା ।

ଦମକଳ ବିଭାଗର ଅଧିକାରୀଙ୍କ କହିବାନୁଯାୟୀ ଦୁଇଜଣ ବ୍ୟକ୍ତି ଏହି କାରଖାନା ଭିତରେ ଫସିଥିବା ଆଶଙ୍କା କରାଯାଉଛି ଓ ତାଙ୍କର ତଲାସ ଜାରୀ ରହିଛି ବୋଲି ସୂଚନା ଦେଇଛନ୍ତି ।  ତେବେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top