X
Breaking News
ଦେଶ

ପ୍ରକାଶ ପାଇଲା JEE ଆଡଭାନ୍ସଡ୍ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା JEE ଆଡଭାନ୍ସ 2019 ରେଜଲ୍ଟ । ପରୀକ୍ଷାର୍ଥୀମାନେ JEEର ଅଫିସିଆଲ ଓ୍ୱେବସାଇଟ୍ jeeadv.ac.in ଯାଇ ନିଜର ରେଜଲ୍ଟ ଜାଣିପାରିବେ । ସୂଚନା ଯେ,  JEE ଆଡଭାନ୍ସ 2019 ପରୀକ୍ଷାରେ କାର୍ତ୍ତିକେୟ ଗୁପ୍ତା ଟପ୍ କରିଛନ୍ତି ।

ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ଚନ୍ଦ୍ରେଶ୍ JEE ମେନ୍ 2019ରେ 100 ଏନିଏ ସ୍କୋର ହାସିଲ କରିଛନ୍ତି । JEE ମେନ୍ସ୍ ପରୀକ୍ଷାରେ ତାଙ୍କ ରାଙ୍କ 18 ଥି ଲା । ସେ ସର୍ବମୋଟ 370 ନମ୍ୱରରେ 346 ନମ୍ୱର ହାସିଲ କରିଛନ୍ତି । ସେହିପରି ଆହ୍ଲାବାଦର ହିମାଂଶୁ ସିଂହ ଅଲ୍ ଇଣ୍ଡିଆ ସେକେଣ୍ଡ ରାକିଂ ହାସିଲ କରିଛନ୍ତି । ଏବଂ ଦିଲ୍ଲୀର ଅର୍ଚ୍ଚିତ୍ ବୁବନା ତୃତୀୟ ରାଙ୍କ୍ ହାସିଲ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top