ନ୍ୟୁଜ୍

ସହଯୋଗର ହାତ ବଢାଇଲା ଏୟାର ଇଣ୍ଡିଆ, ମାଗଣାରେ ରିଲିଫ୍‌ ପହଞ୍ଚାଇବ

Air India

ଭୁବନେଶ୍ୱର: ଓଡ଼ିଶାରେ ଫୋନି ପ୍ରଭାବିତଙ୍କ ପାଇଁ ସହଯୋଗର ହାତ ବଢାଇଲା ଏୟାର୍‌ ଇଣ୍ଡିଆ । ଯଦି ଫୋନିରେ କ୍ଷତିଗ୍ରସ୍ତ ଓଡ଼ିଶାବାସୀଙ୍କ ପାଇଁ କେହି ରିଲିଫ୍‌ର ସହଯୋଗ କରିବାକୁ ଚାହିଁବେ ତେବେ ଏୟାର୍‌ ଇଣ୍ଡିଆ ବିମାନ ଯୋଗେ ତାକୁ ମାଗଣାରେ ଓଡ଼ିଶାରେ ପହଞ୍ଚାଇ ପାରିବେ । ଯେକୌଣସି NGO, Civil society ଓ SHG ଗ୍ରୁପ୍‌ ଯଦି ବିସ୍ଥାପିତ ଅଞ୍ଚଳରେ ଥିବା ଲୋକଙ୍କ ପାଇଁ କିଛି ଖାଦ୍ୟ କିମ୍ବା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପଠାଇବାକୁ ଚାହିଁବେ ତେବେ ଏୟାର୍‌ ଇଣ୍ଡିଆ ବିମାନ ଯୋଗେ ତାହା ମାଗଣାରେ ପଠାଇପାରିବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top