X
Breaking News
ନ୍ୟୁଜ୍

ପ୍ରତି ଜିଲ୍ଲାରେ ଯୋଜନା କମିଟି ଅଧ୍ୟକ୍ଷ ନିଯୁକ୍ତ, ବାଦ୍‌ ପଡ଼ିଛନ୍ତି ତିନି ମନ୍ତ୍ରୀ

Aruna

ଭୁବନେଶ୍ୱର: ପ୍ରତି ଜିଲ୍ଲାରେ ଯୋଜନା କମିଟି ଅଧ୍ୟକ୍ଷ ନିଯୁକ୍ତ କଲେ ରାଜ୍ୟ ସରକାର । ପ୍ରତାପ ଜେନା ହେଲେ ମୟୂରଭଞ୍ଜର ଯୋଜନା କମିଟି ଅଧ୍ୟକ୍ଷ ।

ବାଲେଶ୍ୱର- ଅନନ୍ତ ଦାସ

ଭଦ୍ରକ- ବ୍ୟୋମକେଶ ରାୟ

ଯାଜପୁର- ସମୀର ରଞ୍ଜନ ଦାଶ

କେନ୍ଦ୍ରାପଡ଼ା- ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଜଗତସିଂହପୁର- ପ୍ରଶାନ୍ତ କୁକାର ମୁଦୁଲି

କଟକ- ପ୍ରମୋଦ କୁମାର ମଲ୍ଲିକ

ପୁରୀ- ନୀରଞ୍ଜନ ପୂଜାରୀ

ଖୋର୍ଦ୍ଧା- ପ୍ରଶାନ୍ତ ଜଗଦେବ

ନୟାଗଡ଼-ସତ୍ୟନାରାୟଣ ପ୍ରଧାନ

ଗଞ୍ଜାମ-ଶ୍ରୀକାନ୍ତ ସାହୁ

ବୌଦ୍ଧ-ମହୀଧର ରଣା

ଗଜପତି-ଜଗନ୍ନାଥ ସାରକା

କନ୍ଧମାଳ-ବିକ୍ରମ କେଶରୀ ଆରୁଖ

ସୁବର୍ଣ୍ଣପୁର-ସୁଦାମ ମାରାଣ୍ଡି

ରାୟଗଡ଼ା-ପଦ୍ମିନୀ ଦିଆନ

କୋରାପୁଟ-ରଘୁରାମ ପୋଡ଼ାଲ

ନବରଙ୍ଗପୁର-ରଘୁନନ୍ଦନ ଦାସ

ମାଲକାନଗିରି-ତୁଷାରକାନ୍ତି ବେହେରା

ନୂଆପଡ଼ା-ରାଜେନ୍ଦ୍ର ଢୋଲକିଆ

ବଲାଙ୍ଗିର-ନବକିଶୋର ଦାସ

ବରଗଡ଼-ଦେବେଶ ଆଚାର୍ଯ୍ୟ

ସମ୍ବଲପୁର-ସୁଶାନ୍ତ ସିଂହ

ଝାରସୁଗୁଡ଼ା-ପଦ୍ମନାଭ ବେହେରା

ସୁନ୍ଦରଗଡ଼-ଶାରଦା ନାୟକ

ଅନୁଗୁଳ-ଅଶୋକ ପଣ୍ଡା

ଢେଙ୍କାନାଳ-ଦିବ୍ୟଶଙ୍କର ମିଶ୍ର

କଳାହାଣ୍ଡି-ଟୁକୁନି ସାହୁ

ତେବେ 3 ଜଣ ମନ୍ତ୍ରୀଙ୍କୁ ବାଦ ଦେଲେ ଅନ୍ୟମାନଙ୍କୁ ଜିଲ୍ଲା କମିଟିରେ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ଅରୁଣ ସାହୁ, ପ୍ରେମାନନ୍ଦ ମଲ୍ଲିକ ଏବଂ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ବାଦ ଦିଆଯାଇଛି । ସେହିଭଳି କେନ୍ଦୁଝର ଏବଂ ଦେବଗଡ଼ ଜିଲ୍ଲାରେ ଯୋଜନା କମିଟି ଅଧ୍ୟକ୍ଷ ହୋଇଛନ୍ତି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top