X
Breaking News
ଅପରାଧ

ସାମାନ୍ୟ ଯୁକ୍ତିତର୍କରୁ ରଜରେ ବିଷ ପିଇଲେ ଦୁଇ ଭଉଣୀ

Suicides

ଗଞ୍ଜାମ: ରଜ ଭଳି ଦିନ ଜୀବନ ହାରିଲେ ଦୁଇ ଭଉଣୀ । ଗଞ୍ଜାମ କବିସୂର୍ଯ୍ୟନଗରରେ ସାମାନ୍ୟ କଳିରୁ ପ୍ରାଣ ହାରିଛନ୍ତି ଦୁଇ ଭଉଣୀ ।

ରଜରେ ସାରା ରାଜ୍ୟ ମଉଜ କରୁଥିବାବେଳେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଗୁଡିଆଳି ଗ୍ରାମରେ ଗୋଟିଏ ପରିବାରର ଦୁଇ ଭଉଣୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ସେମାନେ ହେଲେ ଦୀପା ଭୂୟାଁ ଓ ଜିତା ଭୂୟାଁ । ସାମାନ୍ୟ ବଚସାରୁ ଏଭଳି ଅଘଟଣ ଘଟିଥିବା ଜଣାପଡିଛି । ତେବେ କେଉଁ କାରଣରୁ  ବଚସା ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ । ଏନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top