ରାଜ୍ୟ

ବାହାରେ ଫସିଥିବା ଓଡ଼ିଆଙ୍କ ପାଇଁ ନୋଡାଲ ଅଫିସର ନିଯୁକ୍ତ

ଭୁବନେଶ୍ୱର: କୋରୋନା ସତର୍କତା ନେଇ ଦେଶ ଲକ୍ ଡାଉନ ରହିଛି । ତେଣୁ ଓଡ଼ିଶା ବାହାରେ ବହୁ ଓଡ଼ିଆ ଫସି ରହିଥିବା ଖବର ସାମ୍ନାକୁ ଆସିଛି । ତେଣୁ ଓଡ଼ିଶା ବାହାରେ ରହୁଥିବା ସମସ୍ତ ଓଡ଼ିଆମାନେ ନିଜେ ନିଜ ଅଞ୍ଚଳରେ ଥିବା ନୋଡ଼ାଲ ଅଫିସରଙ୍କୁ ସିଧା ସଳଖ ନିଜର ସମସ୍ୟା ଜଣାଇ ପାରିବେ ।

ଆଜି ରାଜ୍ୟ ସରକାର ଓଡ଼ିଶା ବାହାରେ ଥିବା ହଜାର ହଜାର ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଅଧିକ ଓଡ଼ିଆ ଶ୍ରମିକ ଥିବା ପ୍ରତି ରାଜ୍ୟ ପାଇଁ ଜଣେ ଜଣେ ନୋଡ଼ାଲ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତିି । ଏନେଇ ରାଜ୍ୟ ସରକାରଙ୍କୁ ପ୍ରବାସୀ ଶ୍ରମିକ ମାନେ ସାଧୁବାଦ ଜଣାଇବା ସହ ଏହି ସୁବିଧାର ସଦୁପଯୋଗ କରିବାକୁ ଅନୁରୋଧ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top