X
Breaking News
  • ରାଜ୍ୟର ୬୩ କେନ୍ଦ୍ରରେ ଏକାସମୟରେ ଚାଲିଛି ଗଣତି
  • ଓଡ଼ିଶାରେ ୨୧ଟି ଲୋକସଭା ଏବଂ ୧୪୬ଟି ବିଧାନସଭା ଆସନରେ ଚାଲିଛି ଗଣତି
  • ଆରମ୍ଭ ହେଲା ଭୋଟ୍‌ ଗଣତି
ଟେକ୍ନୋଲୋଜି

ବ୍ୟାଙ୍କ ଆକାଉଣ୍ଟକୁ ଗ୍ୟାସ୍ ସବସିଡି ନଆସିଲେ କ’ଣ କରିବେ ?

gas

ନୁଆଦିଲ୍ଲୀ: ଆପଣ ସମସ୍ତେ ଜାଣିଛନ୍ତି ଏଲପିଜି ଗ୍ୟାସ୍ କନେକ୍ସନକୁ ନେଇ ମୋଦି ସରକାର ପ୍ରତିଦିନ ନୂଆ ଘୋଷଣା କରୁଛନ୍ତି । ଉପଭୋକ୍ତା ଯେପରି ସବୁ ସୁବିଧା ପାଇପାରିବେ ସେଥିପାଇଁ ସବୁ ସୁବିଧା ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର  । ତେବେ ପୁଣି ଏକ ଖୁସି ଖବର ଆସିଛି । ତେବେ ଚାଲନ୍ତୁ ଜାଣିବା କ’ଣ ସେହି ଖୁସିଖବର …

କହିରଖୁଛୁ ଆଜିକାଲି ସମସ୍ତଙ୍କ ଗ୍ୟାସ୍ ସବସିଡି ବ୍ୟାଙ୍କ ଆକାଉଣ୍ଟକୁ ଆସୁଛି, ତେବେ କିଛି ଲୋକ ଏପରି ମଧ୍ୟ ଅଛନ୍ତି ଯେଉଁମାନଙ୍କ ଖାତାକୁ ସବସିଡି ଆସୁନି । ଏବଂ ସେମାନଙ୍କୁ ବାରମ୍ବାର ଗ୍ୟାସ୍ ଏଜେନ୍ସିର ଚକ୍କର ଲଗାଇବାକୁ ପଡୁଛି । ତେବେ ସେହି ଉପଭୋକ୍ତାଙ୍କୁ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ । କାରଣ ଏବେ ଅନଲାଇନରେ ଘରେ ବସି ନିଜ ଗ୍ୟାସ୍ କନେକ୍ସନର ଅଫିସିଆଲ ୱେବସାଇଟରେ ଯାଇ ଏଚପି, ଇଣ୍ଡିଆନ୍ ଓ ଭାରତ ଗ୍ୟାସ କନେକ୍ସନର ଆଇଡି ସେମାନଙ୍କ ଅଫିସିଆଲ ୱେବସାଇଟରେ ପକାଇ ଗ୍ୟାସ୍ କନେକ୍ସନର ଷ୍ଟାଟସ ଓ ଏହା ସହିତ ଜଡିତ ସବୁ ସୁବିଧାର ମାଗଣାରେ ଲାଭ ଉଠାଇ ପାରିବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top