ନ୍ୟୁଜ୍

‘ମା ତୋର ସାହାରା’ର ନୁଆଁଖାଇ ଭେଟ୍‌ଘାଟ

NUAKHAI

ସମ୍ବଲପୁର: ପଶ୍ଚିମ ଓଡ଼ିଶାର କଳା ସଂସ୍କୃତିକୁ ନେଇ ଜମନକିରା ‘ମା ତୋର ସାହାରା’ ପରିବାର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କୁଚିଣ୍ଡାରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଭଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମାଁ ସମଲେଶ୍ବରୀଙ୍କ ପୂଜାର୍ଚ୍ଚନା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପଶ୍ଚିମ ଓଡ଼ିଶାର ସମ୍ବଲପୁରି ନୃତ୍ୟ ଗୀତର ତାଳେତାଳେ ସମସ୍ତେ ନୂଆଖାଇକୁ ବେଶ୍‌ ଉପଭୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top