ନ୍ୟୁଜ୍

କୋଟପାଡ଼ରେ ଭତରା ସମାଜର ନୁଆଁଖାଇ ଭେଟଘାଟ

nuakhai vetghat

କୋରାପୁଟ: କୋଟପାଡରେ ଅଖିଳ ଭାରତୀୟ ଆଦିବାସୀ ବିକାଶ ପରିଷଦର ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଜାର ହଜାର ଭତରା ସଂପ୍ରଦାୟ ଲୋକେ ଏଥିରେ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ଶିକ୍ଷା,ସ୍ୱାସ୍ଥ୍ୟ, ଅର୍ଥନୀତି ସମ୍ପର୍କରେ ଆଲୋଚନା କରାଯାଇଛି । ସାଂସ୍କୃତିକ ଭଳି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା ।

nuakhai vetghat

ଏଥିରେ ମନ୍ତ୍ରୀ ପଦ୍ମିନୀ ଦିଆନ, ପୁର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ, ଡାବୁଗାଁ ବିଧାୟକ ମନହର ରନ୍ଧାରିଙ୍କ ସମେତ ଅଖିଳ ଭାରତୀୟ ଆଦିବାସୀ ପରିଷଦର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତି ରହିଥିଲେ  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top