ଅପରାଧ

ଭିଜିଲାନ୍ସ ଜାଲରେ ନୂଆପଡ଼ା ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ

ନୂଆଦିଲ୍ଲୀ:  ଭିଜିଲାନ୍ସ ଜାଲରେ ନୂଆପଡ଼ା ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ରାଜ କିଶୋର ସାହୁ । 10 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ।

 ଏଲଆଇ ପଏଣ୍ଟରେ ନୂତନ ବିଦ୍ୟୁତ୍ ସଂଯୋଗ କରିବା ପାଇଁ ନୂଆପଡ଼ା ସଦର ବ୍ଲକ୍ ଝିଲିମିଲା ଗ୍ରାମର ଲାଲୁ ସାହୁଙ୍କ ଠାରୁ 10 ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରା ପଡ଼ିଲେ ରାଜ କିଶୋର । କୋରାପୁଟ ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ୍‌ ଆଜି ରାଜ କିଶୋରଙ୍କ ନୂଆପଡ଼ା ସ୍ଥିତ ଭଡ଼ା ଘର ସହ ଜଗତସିଂପୁର ପୈତୃକ ଘରେ ରେଡ କରିଥିଲା ।

କୋଟିଏ ଟଙ୍କାର ସଂପତି ଥିବାର ଅନୁମାନ କରିଛି ଭିଜିଲାନ୍ସ । ତାଙ୍କ ନିକଟରୁ ନଗଦ 10 ହଜାର ଟଙ୍କା ସହ ବହୁ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ଟିମ୍‌ ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top