ଜୀବନ ମନ୍ତ୍ର

ପ୍ରକାଶ ପାଇଲା OAS ରେଜଲ୍ଟ, ଦେଖନ୍ତୁ ପୁରା ଲିଷ୍ଟ

ଭୁବନେଶ୍ୱର: ପ୍ରକାଶ ପାଇଲା 2018 ଓଏଏସ୍‌ ରେଜଲ୍ଟ  । ଦେବାଶିଷ ପଣ୍ଡା ଓଏଏସ୍‌ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି  ଋୁତୁପଣ୍ଣା ମହାପାତ୍ର  । ସେହିପରି ତୃତୀୟରେ ଆକାଶ କୁମାର ପଣ୍ଡା ଥିବା ବେଳେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି ସନ୍ତୋସିନୀ ଦାଶ । ମୋଟ 218 ଜଣ ଓଏଏସ୍‌ ପାଇଥିବା ବେଳେ ମହିଳାଙ୍କ ସଂଖ୍ୟା ଅଧିକ ରହିଥିବା ଦେଖିବାକୁ ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top