ରାଜ୍ୟ

ଚାଉଳ ବଣ୍ଟନ ବେଳେ ଅଘଟଣ, ଠେଲାପେଲାରେ ବୃଦ୍ଧଙ୍କ ମୃତ୍ୟୁ

died

ବ୍ରହ୍ମପୁର: ଗୋପାଳପୁର ପଞ୍ଚାୟତ କାର୍ଯ୍ୟାଳୟରେ ଚାଉଳ ବଣ୍ଟା ବେଳେ ଅଘଟଣ। ଚାଉଳ ପାଇଁ ପଞ୍ଚାୟତରେ ଠେଲାପେଲା ବେଳେ ଜଣେ ଵୃଦ୍ଧଙ୍କ ମୃତ୍ୟୁ ଘଟିଛି । ତେବେ ଚାଉଳ ବଣ୍ଟାଯାଉଥିବା ବେଳେ ବୃଦ୍ଧଙ୍କ ନିକଟରେ ଠିଆ ହୋଇଥିବା ସେହି ଗ୍ରାମର  ହରିହର ସ୍ୱାଇଁଙ୍କ  ସହ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା । ଏତିକିବେଳେ ହରିହର ଧକ୍କା ମାରିବାରୁ ବୃଦ୍ଧ ହୃଷିକେଶ ତଳେ ପଡିଯାଇଥିଲେ। ହୃଷିକେଶଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ସେରଗଡ ମେଡିକାଲକୁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ପାଟପୁର ପୋଲିସ ପହଂଚି ଘଟଣାର ତଦନ୍ତ କରୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top