ନ୍ୟୁଜ୍

ଝୁଲୁଛି ନବବିବାହିତାଙ୍କ ମୃତଦେହ

BBSR

ଭୁବନେଶ୍ୱର: ବରମୁଣ୍ଡା ଶାନ୍ତିବିହାର ଅଞ୍ଚଳରୁ ଏକ ଘରେ ଜଣେ ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ରହିଛି । ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । କିନ୍ତୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇାପାରିନି । ତେବେ ମହିଳା ଜଣଙ୍କ ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଦିନ ୧୨ ଟା ରୁ ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଥିବା ଜଣାପଡ଼ିଛି ।

ମୃତ ମହିଳା ହେଲେ ସୁରନ୍ଧ୍ୟା ପରିଡା ।  ତାଙ୍କ ସ୍ୱାମୀଙ୍କ ନାଁ ଭାଗିରଥି ପରିଡା । ଯାଜପୁରରେ  ୧ ମାସ ତଳେ ସେମାନଙ୍କର ବିବାହ ହୋଇଥିଲା । ତେବେ ସେମାନେ ଶାନ୍ତିବିହାରରେ ଘର ଭଡା ନେଇ ରହୁଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top